Song Details 

Song : Baha Hebi Sei Jhia Ku (Studio Version)
Singer : Humane Sagar & Mantu Chhuria
Lyrics : Janmejaya Panda
Music : Bimugdha Das (7077543286) 
Arrangement : Subhasish Kumar
Producer: Wow Odia Music
Recorded At: MRR Studio 
Creative Head : Sanjay Kumar Sahoo (Kashi) 
Wow Odia Music Contact - (9871647626) 
DOP : Rakesh &Babu 
Editor : Rahul
Banner : Wow Odia Music 
Music Label – Wow Odia Music 

YouTube Partner : Apic Music

Lyrics on Odia - OdiaremixStudio



ଆଲୋ ମୋର ଷୋହଳ ଵୟଶୀ ହୋଇ ଯା ମୋର ମିସ୍
ମନ କହେ ତୋ ଓଠରେ କରନ୍ତି ଡେଲି କିସ୍ 😘

ଆଲୋ ମୋର ଷୋହଳ ଵୟଶୀ ହୋଇ ଯା ମୋର ମିସ୍
ମନ କହେ ତୋ ଓଠରେ କରନ୍ତି ଡେଲି କିସ୍ 😘

ଥରେ ଖାଲି କହିଦେ ଲୋ ମୁଁ ତୋର lover 
          viral କରିଦେବି ଆମୋ ପ୍ରେମ ଖବର ।

ମିଡ଼ିଆ ରେ ତୋର ମୋର ଖେଳ ଚାଲିବ ।

        କହିଦିଅ କହିଦିଅ ମୋ ବୋଉ କୁ 😅
    ମୁଁ ବାହା ହେବି ବାହା ହେବି ସେଇ ଝିଅ କୁ 

        କହିଦିଅ କହିଦିଅ ମୋ ବୋଉ କୁ 😅
             ମୁଁ ବାହା ହେବି ବାହା ହେବି ସେଇ ଝିଅ କୁ ।


ଦେଖିଲେ ସୁନ୍ଦରୀ ନାରୀ କିଏ ହେବ ବ୍ରହ୍ମଚାରୀ 
    💘 ତୋ ପାଇଁ ମୋ ଦିଲ୍ ତଳେ ବାଜେ ମହୁରୀ ।


ଇଶରା ଦେଲେ ତୁ ଗୋରୀ ଚାଲେ ଲୋ କଟକ ପୁରୀ
    ତୋ ଚାହାଣି କୁ କପି କରି ଷ୍ଟାର୍ ମାଧୁରୀ ।


ଆଲୋ ମୋର ନାଲି ଚିଡ଼ିଆ ଦେଇ ଦେ ମୋତେ ଦିଲ୍
       ହାତ ଦେଇ ମୋ ଛାତିରେ ସିଖିଯା Love Feel ।

ଯୋଉ ଦିନ ଦେଇଁଯିବି ତୋ ଘର ବୋଉର 
 ଜଣିଥା ମୁଁ ଟେକି ନେବି ଦେବି ନାହିଁ ଅଡ଼ର ।

ରଙ୍ଗିଲା ତୁ ସବୁ ଛକରେ ଦଙ୍ଗା ଉଠିବ ।

  କହିଦିଅ କହିଦିଅ ମୋ ବୋଉ କୁ 😅
    ମୁଁ ବାହା ହେବି ବାହା ହେବି ସେଇ ଝିଅ କୁ 

        କହିଦିଅ କହିଦିଅ ମୋ ବୋଉ କୁ 😅
             ମୁଁ ବାହା ହେବି ବାହା ହେବି ସେଇ ଝିଅ କୁ ।

ଦିନ ଖୋଜୁଛି ତାରା ରାତିରେ ଖୋଜୁଛି ଖରା 
      ତୋ ପାଇଁ ମୋ ଫିଲିଂ ଟା ପୁରା ନିଆରା😘

ଆରେ ହସିଲେ ବେବି ତୁ ପରା ଲାଗେ ତୁ ସତେ କି ପ୍ୟାରା 
   ତୋ ପାଇଁ ମୁଁ ଫାଙ୍କା ଅଛି ପୁରା କୁଆଁରା ।


ଆଲୋ ମୋର ଛାଇଁ ଛଟକି ଦେଇ ଦେ ଗୋଟେ କଲ    
 ବିଦ୍ୟା ରାଣ ତୋ ସାଥୀରେ ବୁଲିବି ସବୁ ମଲ୍ ।

🙉ଦେଖିଲେ ଦେଖୁ ପଛେ ମୋ OLD father
    ଘର ଛାଡ଼ି ଯିବା ଚାଲି ଘୋଡି ହେଇ ଚାଦର ।

 ଆଖି ଥରେ ମାରିଲେ ତୁ ନିଆଁ ଜଳିବ 

      କହିଦିଅ କହିଦିଅ ମୋ ବୋଉ କୁ 😅
             ମୁଁ ବାହା ହେବି ବାହା ହେବି ସେଇ ଝିଅ କୁ ।


କହିଦିଅ କହିଦିଅ ମୋ ବୋଉ କୁ 😅
    ମୁଁ ବାହା ହେବି ବାହା ହେବି ସେଇ ଝିଅ କୁ 

        କହିଦିଅ କହିଦିଅ ମୋ ବୋଉ କୁ 😅
             ମୁଁ ବାହା ହେବି ବାହା ହେବି ସେଇ ଝିଅ କୁ ।


କହିଦିଅ କହିଦିଅ ମୋ ବୋଉ କୁ 😅
    ମୁଁ ବାହା ହେବି ବାହା ହେବି ସେଇ ଝିଅ କୁ 

        କହିଦିଅ କହିଦିଅ ମୋ ବୋଉ କୁ 😅
             ମୁଁ ବାହା ହେବି ବାହା ହେବି ସେଇ ଝିଅ କୁ 

                    କହିଦିଅ କହିଦିଅ ମୋ ବୋଉ କୁ 😅
                     ମୁଁ ବାହା ହେବି ବାହା ହେବି ସେଇ ଝିଅ କୁ ।

Post a Comment

Previous Post Next Post